ସିଲ୍ ହେଲା ଭୁବନେଶ୍ୱର ଡିସିପି ଅଫିସ
ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସ୍ ହେଲା କଣ୍ଟେନମେଣ୍ଟ ଜୋନ୍ । ଏକାଧିକ ପଜିଟିଭ ଚିହ୍ନଟ ପରେ ଡିସିପି ଅଫିସକୁ ସିଲ୍ କରିଛି ଭୁବନେଶ୍ବର ମହାନଗର ନିଗମ (BMC) । ଆଜି ଓ ଆସନ୍ତା କାଲି ୨ ଦିନ ପାଇଁ ଅଫିସକୁ ସିଲ୍ କରିଛି ବିଏମ୍ସି । ଏନେଇ ସୂଚନା ଦେଇଛନ୍ତି ବିଏମ୍ସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନର । ଡିସିପି ଅଫିସରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣ ରୋକିବା ଲାଗି ଏଭଳି ପଦକ୍ଷେପ […]