ଦେଶ ବିଦେଶ

ଇସ୍ତଫା ଦେବେ ବାଂଲାଦେଶ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଓବାଇଦୁଲ ହାସନ…

ଇସ୍ତଫା ଦେବେ ବାଂଲାଦେଶ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଓବାଇଦୁଲ ହାସନ । ଆନ୍ଦୋଳନକାରୀମାନେ ସୁପ୍ରିମକୋର୍ଟ ସମ୍ମୁଖରେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ପ୍ରଧାନ ବିଚାରପତି ଇସ୍ତଫା ଦେବାକୁ ମନସ୍ତ କରିଥିବା ଜଣାପଡିଛି । ଇସ୍ତଫା ନଦେଲେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଓ ପ୍ରଧାନ ବିଚାରପତିଙ୍କ ବାସଭବନରେ ପଶିବେ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଥିଲେ । ତେଣୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଓ ନିମ୍ନ ଅଦାଲତର ବିଚାରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ଇସ୍ତଫା ଦେବାକୁ […]

ଦେଶ ବିଦେଶ

ପ୍ରଳୟ ରଚିଲା ବାତ୍ୟା ‘ମୋଚା’…

ଭୟଙ୍କର ରୂପ ଧାରଣ କରିଛି ସାମୁଦ୍ରିକ ଝଡ଼ ‘ମୋଚା’ । ଅତି ଭୀଷଣ ବାତ୍ୟାର ରୂପ ନେଇ ମୋଚା ମିଆଁମାର ଓ ବାଂଲାଦେଶ ସୀମାରେ ତାଣ୍ଡବ ରଚିଛି ।ବର୍ତ୍ତମାନ ବାତ୍ୟା ମୋଚା ପ୍ରଭାବରେ ବାଂଲାଦେଶ ଓ ମିଆଁମାର ସୀମାରେ ଘଣ୍ଟା ପ୍ରତି ୧୯୦ରୁ ୨୦୦ କିମି ବେଗରେ ପବନ ବହିବାରେ ଲାଗିଛି । ବେଳେବେଳେ ପବନର ବେଗ ୨୨୦ ମଧ୍ୟ ଛୁଇଁଥିବା ରିପୋର୍ଟ ପ୍ରକାଶ ପାଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମିଆଁମାରରେ ପାଖାପାଖି ୬ […]