ଓଡିଶା

ପୁଣି ଆସୁଛନ୍ତି ନଡ୍ଡା…

ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଓଡ଼ିଶା ଗସ୍ତରେ ଆସି ସେ କନ୍ଧମାଳର ତୁମୁଡ଼ିବନ୍ଧ ଓ ଚିଲିକା ବିଧାନସଭା ମଣ୍ଡଳୀର ବାଣପୁରରେ ଜନସଭାକୁ ସମ୍ବୋଧିତ କରିବେ । ଏହାସହିତ କନ୍ଧମାଳର ଜଳେଶପଟ୍ଟା ଆଶ୍ରମର କନ୍ୟାଶ୍ରମକୁ ଉଦଘାଟନ ଓ ବାଣପୁରରେ ମା’ ଭଗବତୀ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହାପରେ ଶ୍ରୀ ନଡ୍ଡା ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ଚିଲିକା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ବାଣପୁର ପଲଟନ୍ […]