ଓଡିଶା

ଦାଦାଗିରି କରୁଛନ୍ତି ବିଧାୟିକାଙ୍କ ସମ୍ପର୍କୀୟ ଭାଇ । ପୋଲିସ ପକ୍ଷରୁ ଅହେତୁକ ଅନୁକମ୍ପା ଅଭିଯୋଗ…

ହିନ୍ଦୋଳ : ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କ ସମ୍ପର୍କୀୟ ଭାଇ ସନ୍ତୋଷ ନାଏକଙ୍କ ଦାଦାଗିରି ଦିନକୁ ଦିନ ବଢିବାରେ ଲାଗିଛି । ଓଡ଼ାପଡ଼ା ବ୍ଲକରେ ରହୁଥିବା ସନ୍ତୋଷ ଅନେକ ସମୟରେ ବିଧାୟିକାଙ୍କ ଭାଇ ହେବାର ପରିଚୟ ଦେଇ ହିନ୍ଦୋଳରେ ରାଜ୍ କରନ୍ତି । କେତେବେଳେ ସମାଜସେବୀଙ୍କୁ ଜୀବନରୁ ମାରିଦେବାକୁ ଖୋଲା ଧମକ ଦେଇଛନ୍ତି ତ ଆଉ କେତେବେଳେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷାଙ୍କ ଚାମ୍ବରରେ ନିଶାସକ୍ତ ଅବସ୍ଥାରେ ପଶି ଧମକ ଦେଇଛନ୍ତି । ଏ ନେଇ ସମାଜସେବୀ ଗୋବର୍ଦ୍ଧନ […]

ଓଡିଶା

ପତ୍ନୀହନ୍ତା ସ୍ବାମୀକୁ କାବୁ କଲା ପୋଲିସ…

ହିନ୍ଦୋଳ : ପତ୍ନୀହନ୍ତା ସ୍ବାମୀକୁ କାବୁ କଲା ପୋଲିସ । ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ବାଘୁଆ ସାହିରେ ଗତ ୪ ତାରିଖ ଶୁକ୍ରବାର ମଧ୍ୟରାତ୍ରରେ ପ୍ରଚୁର ମଦ୍ୟପାନ କରି ଅତ୍ୟନ୍ତ ନିର୍ମମ ଭାବେ ଲୁହା ଛଡରେ ପିଟି ପତ୍ନୀକୁ ହତ୍ୟା କରିଥିଲା ପ୍ରତାପ ସାମଲ । ଘଟଣାରେ ପୋଲିସ ହତ୍ୟାକାରୀ ସ୍ବାମୀକୁ ଖୋଜି ବୁଲୁଥିବାବେଳେ ଶେଷେର ପ୍ରତାପକୁ କାବୁ କରିବାରେ ସଫଳ ହୋଇଛି । ଏ ନେଇ ଆଜି ବାଲିମି ଥାନା ପରିସରରେ […]