ଚକବନ୍ଦୀ ଜମି ବିକ୍ରି ହୋଇପାରୁ ନ ଥିବା ନେଇ ବିକ୍ଷୋଭ…
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ନାଗପୁର ରାଜସ୍ୱ ମୌଜାର ଜମି ଗୁଡିକୁ ରେକର୍ଡଭୁକ୍ତ କରିବା ପାଇଁ ଦାବି ନେଇ ଉକôଳ ସମାଜ ଜଗତସିଂହପୁର ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗମୁତାବକ ନାଗପୁର ମୌଜାରେ ପ୍ରଜାମାନଙ୍କୁ ୨୦୧୮ ମସିହାରୁ ଚକବନ୍ଦୀ ପଟା ପ୍ରଦାନ କରାଯାଇଥିଲେ ମଧ୍ୟ ଉକ୍ତ ଜମିମାନଙ୍କର ରେକର୍ଡ ବାଲିକୁଦା ତହସିଲ କିମ୍ବା ଜିଲ୍ଲାପାଳଙ୍କ ରେକର୍ଡରୁମରେ […]