ଓଡିଶା

‘ବାଲିଘର’ ଶାରଦୀୟ ପୁସ୍ତକ ଉନ୍ମୋଚିତ

ଜଗତସିଂହପୁର, ୨୬/୧୧ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାମାଜିକ, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ବାଲିଘର ଫାଉଣ୍ଡେସନ ପକ୍ଷରୁ ଶାରଦୀୟ ସଂଖ୍ୟା ବାଲିଘର ପତ୍ରିକା ଉନ୍ମୋଚିତ ହୋଇଯାଇଛି । ଦୀର୍ଘ ୩୩ବର୍ଷ ଧରି ତିର୍ତୋଲ ଥାନା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଂଚାୟତ ମୁଣ୍ଡିଦା ଗ୍ରାମରୁ ପ୍ରତିଷ୍ଠାତା କବି କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ଉଦମ୍ୟ ଓ ଉତ୍ସାହରେ ବାଲିଘର ଅନୁଷ୍ଠାନ ବାଲିଘର ଫାଉଣ୍ଡେସନ ଭାବେ ଏକ ମହାଦୃମରେ ପରିଣତ ହୋଇଥିବା ବେଳେ ସାମାଜିକ ସେବା […]