ମଧୁପୁରା ପଞ୍ଚାୟତରେ ଶୁଭାରମ୍ଭ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା…
ବାଲିଆପାଳ, ୧୨/୨୪ (ଚନ୍ଦନ ଅଣ୍ଡିଆ) : ବାଲିଆପାଳ ବ୍ଲକ ମଧୁପୁରା ପଂଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏଥିରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଗ୍ରାମାଂଚଳ ଭିତିଭୂମିର ବିକାଶ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକ ମାନଙ୍କ ସମ୍ମୁଖରେ ବର୍ଣ୍ଣନା କରାଯାଇଥିଲା । ଏହା ସହିତ ମଧୁପୁରା ପଂଚାୟତରୁ ସିଙ୍ଗାପୁର ଯିବା ପାଇଁ ମନୋନୀତ ହୋଇଥିବା ଆଶା ଦିଦିଙ୍କୁ ସମ୍ବର୍ଦ୍ଧିତ […]