ବାଲେଶ୍ୱରରେ ସେକ୍ସ ରାକେଟ ଠାବ: ୨ ବାଂଲାଦେଶୀ ମହିଳା ସହ ୬ ଯୁବତୀ ଉଦ୍ଧାର, ୧୩ ଗିରଫ
ବାଲେଶ୍ୱର : ଆଳୁ ଖୋଳୁଖୋଳୁ ମହାଦେବ ମିଳିଲା ଭଳି ବାଲେଶ୍ୱର ପୋଲିସ ଏକ ଅପହରଣ ମାମଲାର ତଦନ୍ତ କରୁକରୁ ପୁରା ସେକ୍ସ ରାକେଟର ସନ୍ଧାନ ପାଇଛି । ଯେଉଁଥିରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନର କିଛି ଦଲାଲମାନେ ଯୁବତୀଙ୍କୁ ପ୍ରଲୋଭିତ କରି ଏମିତି କାର୍ଯ୍ୟରେ ଲଗାଉଥିବା ବାଲେଶ୍ଵର ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି । ଏହି ଘଟଣାରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୧୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୬ ଜଣ ଯୁବତୀଙ୍କୁ ଉଦ୍ଧାର […]