ଆକ୍ସନ ମୋଡରେ ବାଲେଶ୍ବର ପୋଲିସ । ୨୭ ଲକ୍ଷ ଟଙ୍କାର ଧଳାଜହର ଜବତ
ବାଲିଆପାଳ (ଚନ୍ଦନ ଅଣ୍ଡିଆ): ନିଶା ବେପାରୀଙ୍କୁ ସାବାଡ କରିବା ପାଇଁ ଏବେ ଆକ୍ସନ ମୋଡରେ ବାଲେଶ୍ବର ପୋଲିସ । ଜବତ ହେଲା ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର । ଜଳେଶ୍ବର ଏସ୍.ଡି.ପି.ଓ.ଙ୍କ ନେତୃତ୍ବରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଜଳେଶ୍ବରର ବିଭିନ୍ନ ସ୍ଥାନରେ ଚଢାଉ କରି ୨୭୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ତିନିଜଣ ବେପାରୀଙ୍କୁ ଗିରଫ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୨୭ ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ଜଳେଶ୍ଵର […]