ଓଡିଶା

ରାସ୍ତା ପାଇଁ ଅହୋରାତ୍ର ଆନ୍ଦୋଳନ…

ନୀଳଗିରି, (ଏଫ୍ଟୁଏସ୍/ ସଚିଦାନନ୍ଦ ପାତ୍ର) : ବାଲେଶ୍ୱର ଜିଲା ନୀଳଗିରି ବଉଳଗଡ଼ିଆ ରାସ୍ତା ନିର୍ମାଣ ଓ ଇକୋ ଯୋନ୍ ଉଚ୍ଛେଦ ଦାବି ନେଇ ମିଳିତ କୃଷକ ସଭା ଆନୁକୁଲ୍ୟରେ ବାଉଁଶବଣିଆ ଛକଠାରେ ରାସ୍ତାରୋକ କରାଯାଇଛି । ରାମଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ରାସ୍ତାରୋକକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ଅକ୍ଷୟ କୁମାର ଆଚାର୍ଯ୍ୟ, ସରପଞ୍ଚ ନିରଞ୍ଜନ ବାରିକ, ବିଜୟ କୁମାର ସ । ଏହି ସମୟରେ […]

ଓଡିଶା

ପ୍ରବଳ ବର୍ଷାରେ ଧୋଇଗଲା ୪୦ ବର୍ଷର ପୁରୁଣା ପୋଲ…

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ବେଗୁନିଆ ଓ ତୋଟାପଡା ଗ୍ରାମରେ ଥିବା ରାସ୍ତାର ଜୋରପୋଲର ଗୋଟିଏ ପାଖ ଲଗାଣ ବର୍ଷାରେ ଧୋଇ ହୋଇଯାଇଛି l ଫଳରେ ବେଗୁନିଆ ଓ ତୋଟାପଡ଼ାକୁ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି । ସୂଚନା ଅନୁସାରେ, ରାତିରେ ପ୍ରବଳ ବର୍ଷା କାରଣରୁ ପ୍ରାୟ ୪୦ ବର୍ଷ ପୁରୁଣା ଏହି ପୋଲ ଭୁଷୁଡ଼ି ଯାଇଛି । ଖବର ପାଇ ସ୍ଥାନୀୟ ବିଜେଡ଼ି ନେତା ସନ୍ତୋଷ ଖଟୁଆ ଓ ଜିଲ୍ଲାପରିଷଦ ସଦସ୍ୟ ଗତିକୃଷ୍ଣ […]

ଓଡିଶା

ବିଦ୍ୟୁତସେବା ନାଁରେ ଲୋକଙ୍କୁ ଭୁଆଁ ବୁଲାଉଛି ଟାଟାପାୱାର…

ବାଲେଶ୍ବର : ଏଠାରେ ଖୁଂଟ ରହିଛି ତାର ବି ଝୁଲୁଛି । ହେଲେ ବିଦ୍ୟୁତ୍ ସେବା ନାଁରେ ଲୋକଙ୍କୁ ଭୁଆଁ ବୁଲାଉଛି ଟାଟାପାୱାର । ରାଜ୍ୟ ସରକାର ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ନାଁରେ ବିଦ୍ୟୁତ୍ ବିଭାଗକୁ ଘରୋଇକରଣ କରି ଟାଟାପାୱାର ହାତକୁ ଟେକିଥିଲେ । ହେଲେ ବ୍ୟବସ୍ଥା ଦେଖିବା ପରେ ଏବଂ ଅସୁବିଧା ଜାଣିବା ପରେ ଆପଣ ବି କହିବେ ବାଃ ବାଃ ଟାଟାପାୱାର ଖୁବ୍ ଉନ୍ନତି କରିଛି । ରାଜ୍ୟର ବିଦ୍ୟୁତ୍ ବିଭାଗ ଟାଟାପାୱାର […]

ଓଡିଶା

ସ୍ବେଚ୍ଛାସେବୀ ସଂଗଠନର ସାହାଯ୍ୟ; ଅସହାୟ ପରିବାରକୁ ଆଶାର ଆଲୋକ

ବାଲିଆପାଳ : ବାପା ଛେଉଣ୍ଡ କଅଁଳ ଛୁଆ ଦିଟା । ଘରର ରୋଜଗାରିଆ ପୁଅ ଆରପାରିରେ । ପୁଅ ଚାଲିଗଲା ପରେ ଅସହାୟ ହୋଇଗଲେ ବୃଦ୍ଧ ବାପା ମାଆ । ସେପଟେ ସ୍ବାମୀକୁ ହରାଇ ଦୁଃଖରେ ପତ୍ନୀ ଭାଙ୍ଗିପଡିଥିବାବେଳେ ଦୁଇ ଦୁଇଟା କୁନି କୁନି ଝିଅଙ୍କ ମୁହଁକୁ ଚାହିଁ ଜୀବନ ବିତାଉଛନ୍ତି । ପାଖରେ ନା ଅଛି ସମ୍ବଳ ନା ଆତ୍ମନିର୍ଭରଶୀଳ ହେବାର ବଳ । ଭିକ୍ଷା ବୃତ୍ତି କରି ଯାହା ଆଣୁଛନ୍ତି ସେଥିରେ ଓଳିଏ ଖାଇଲେ […]

ଓଡିଶା

ଚଡକ ପର୍ବ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲେଶ୍ବର : ଦୀର୍ଘ ୩ ବର୍ଷ ପରେ ସାର୍ବଜନୀନ ଭାବେ ପାଳନ ହେବ ବାବା ଚନ୍ଦନେଶ୍ଵର ମହାଦେବଙ୍କ ଚଡ଼କ ପର୍ବ I ଏ ନେଇ ଚନ୍ଦନେଶ୍ଵରସ୍ଥିତ ଯାତ୍ରୀ ନିବାସରେ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏପ୍ରିଲ ୩ ତାରିଖରେ ମହାଦେବଙ୍କ ରୁଦ୍ରାଭିଷେକ କାର୍ଯ୍ୟକ୍ରମରୁ ଚଡକ ପର୍ବର ଶୁଭାରମ୍ଭ ହେବ । ଏହି ପର୍ବ ଆସନ୍ତା ୧୫ରେ ଓଡ଼ିଆ ନବବର୍ଷରେ ଶେଷ ହେବ । ଏପ୍ରିଲ ୧୨ ତାରିଖରେ ପବିତ୍ର ‘ଶିବ-କାମୀନା […]