ଓଡିଶା

ବରଗଡ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୯.୩୨% ଭୋଟ୍ ଗ୍ରହଣ…

ରାଜ୍ୟରେ ଆଜି ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଓଡିଶାର ୫ ସଂସଦୀୟ କ୍ଷେତ୍ର ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ ସହ ଆଜି ୩୫ ବିଧାନସଭା ଆସନ ପାଇଁ ପଡୁଛି ଭୋଟ୍ । ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବା ବେଳେ ବୁଥ ମାନଙ୍କରେ ଲାଗିଛି ଗହଳି । ଏହି ୫ ସଂସଦୀୟ କ୍ଷେତ୍ରରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଜଣ ଭୋଟର ମୋଟ୍ ୯ ହଜାର ୧୪୮ ମତଦାନ କେନ୍ଦ୍ରରେ ନିଜର ମତାଧିକାର […]

ଓଡିଶା

ଭୀମଭୋଇ ମେଡିକାଲ କଲେଜରେ ଅଘଟଣ, ଆରପାରିରେ ଡାକ୍ତରୀ ଛାତ୍ର

ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ଖସି ଛାତ୍ରଙ୍କ ମୃତ୍ୟୁ । ସେ ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଛାତ୍ର ଥିଲେ । ତାଙ୍କ ନାଁ ନିଶାନ୍ତ କୁମାର ଏବଂ ତାଙ୍କ ଘର ହରିଆଣାରେ ବୋଲି ସୂଚନା ମିଳିଛି । ନିଶାନ୍ତ କଲେଜର ନ୍ୟୁ ବଏଜ ହଷ୍ଟେଲରେ ରହୁଥିଲେ । ମିଳିଥିବା ତଥ୍ୟ ଅନୁଯାୟୀ, ଆଜି ସେ ମଧ୍ୟାହ୍ଣ ଭୋଜନ କରିବା ପରେ ଛାତ ଉପରକୁ ଯାଇଥିଲେ । ହେଲେ କୌଣସି କାରଣରୁ ସେ ଛାତରୁ ଖସି […]