ଓଡିଶା

କଠିନ ଅଧ୍ୟବସାୟ ସଫଳତାର ଚାବିକାଠି…

ବାଜିରାଓ ଆଇଏଏସ ଏକାଡ଼େମୀ ପକ୍ଷରୁ “ଟକ୍ ଟୁ ଟପ୍ପର” ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୟୁପିଏସ୍ସି-୨୦୨୩ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଓଡ଼ିଶାର ଅନିମେଶ ପ୍ରଧାନ ଉପସ୍ଥିତ ରହି ୟୁପିଏସ୍ସି ଆଶାୟୀ ମାନଙ୍କୁ ଆଇଏଏସ୍ ପରୀକ୍ଷା ପାଇଁ କରିଥିବା ନିଜର ପ୍ରସ୍ତୁତି କୌଶଳ ସମ୍ବନ୍ଧରେ ବିସ୍ତାର ଭାବେ ବୁଝାଇଥିଲେ । ୟୁପିଏସ୍ସି ପରୀକ୍ଷା ପାଇଁ ନିରନ୍ତର ପ୍ରୟାସ, ଉତ୍ସର୍ଗୀକୃତ ମନୋଭାବ ଓ କଠିନ ଅଧ୍ୟବସାୟ ଜରୁରୀ ବୋଲି କହିଥିଲେ ଅନିମେଶ । ଆଗାମୀ […]