ଓଡିଶା

ବିଦା ହେଲେ କୁବେର ଆଇଆଇସି ସୁଶାନ୍ତ କୁମାର ଶତପଥୀ…

କୋଟପାଡ଼, ୨/୧୨ (ସୁନୀଲ ଦାଶ) : ଚାକିରିରୁ ବହିଷ୍କୃତ ହେଲେ ବୈପାରୀଗୁଡା କୁବେର ଆଇଆଇସି ସୁଶାନ୍ତ କୁମାର ଶତପଥୀ । ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ବୈପାରିଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ଡିଜିପି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୂର୍ବରୁ ଗିରଫ ହୋଇଛନ୍ତି ସୁଶାନ୍ତ । ସୁଶାନ୍ତ ବୈପାରୀଗୁଡ଼ାରୁ ନିଜ କଟକସ୍ଥିତ ସରକାରୀ ବାସଭବନକୁ ଏକ ଘରୋଇ ବସ୍ ଯୋଗେ ଆସୁଥିବା ସମୟରେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ […]

ଓଡିଶା

ବସ୍ ଉପରକୁ ଗୁଳିମାଡ …

କୋରାପୁଟ : କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ନିକଟରେ ଏକ ସରକାରୀ ବସ୍ ଉପରକୁ ଗୁଳିମାଡ଼ । ବୈପାରିଗୁଡା ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଘଟିଛି ଘଟଣା । ଗତକାଲି ରାତିରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC)ର ଏସି ଡିଲକ୍ସ ବସ୍‌ଟି ଚିତ୍ରକୋଣ୍ଡାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ବସ୍ ଉପରକୁ ଗୁଳି ମାଡ଼ ହୋଇଥିଲା ।  ଗୁଳି ବସ୍‌ର ଗୋଟିଏ ପାର୍ଶ୍ୱର ଝରକାରେ ବାଜି ଛିଦ୍ର ହୋଇଥିବା ଦେଖିବାକୁ ମିଳିଛି । ଗୁଳିମାଡ ପରେ ପ୍ରଥମେ […]