ଓଡିଶା ଯ଼ୋଗାଯ଼ୋଗ

ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପିଲାଙ୍କୁ ମଗାଣା ଶିକ୍ଷା ପ୍ରଦାନ କରିବ ରୟାଲ୍‌ ଗ୍ରୁପ ଅଫ୍‌ ଇନଷ୍ଚିଟ୍ୟୁସନ୍

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପିଲାଙ୍କୁ ମଗାଣା ଶିକ୍ଷା ପ୍ରଦାନ କରିବ ରୟାଲ୍‌ ଗ୍ରୁପ ଅଫ୍‌ ଇନଷ୍ଚିଟ୍ୟୁସନ୍ । ରୟାଲ କଲେଜ ଅଫ୍‌ ସାଇନ୍ସ୍‌ ଏଣ୍ଡ ଟେକ୍ନୋଲୋଜି, ରୟାଲ ପବ୍ଲିକ୍‌ ସ୍କୁଲ ଏବଂ ବାଲେଶ୍ଵର ଜିଲ୍ଲାର ମଇତାପୁରରେ ଥିବା ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ୍‌ ସ୍କୁଲରେ ମାଗଣାରେ ପାଠ ପଢ଼ାଇବାକୁ ଶିକ୍ଷାନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି । ଦୁର୍ଘଟଣାରେ ଓଡ଼ିଶା ରାଜ୍ୟର ଉଭୟ ପିତାମାତା କିମ୍ବା କେବଳ ପିତା ବା ମାତାଙ୍କୁ […]

ଓଡିଶା ଦେଶ ବିଦେଶ

ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ବାଲେଶ୍ବର : ବାହାନଗାରେ ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ମମତା । ଗୋଟିଏ ଟ୍ରେନ୍ ପଶ୍ଚିମବଙ୍ଗରୁ ଆସୁଥିଲା ଆଉ ଏକ ଟ୍ରେନ୍ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିଲା । ତେଣୁ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଅଧିକାଂଶ ପଶ୍ଚିମବଙ୍ଗ ଯାତ୍ରୀ ରହିଛନ୍ତି । ଯାହାକୁ ନେଇ ତତ୍ପରତା ଦେଖାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ବାହାନଗା ହାଇସ୍କୁଲ ନିକଟରେ ହୋଇଥିବା ହେଲିପ୍ୟାଡରେ ଓହ୍ଲାଇ ସିଧାସଳଖ ଘଟଣାସ୍ଥଳକୁ ଯାଇଛନ୍ତି […]