ପ୍ରବଳ ଗ୍ରୀଷ୍ମ ତାପ, ସନ୍ଧ୍ୟାରେ ଚାଲିଛି ପ୍ରଚାର…
ବେଲସୁନ୍ଦରୀରେ ପ୍ରଚାର ମୈଦାନକୁ ଓଲ୍ଲାଇଲେ ଘସିପୁରା ବିଜେଡି ପ୍ରାର୍ôଥ ବଦ୍ରି ପାତ୍ରଘସିପୁରା, ୨୫/୦୪ : ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ପ୍ରଚାରର ତରିକା ବଦଳିଛି । ସେହି କ୍ରମରେ ଘସିପୁରା ବିଜେଡି ବିଧାୟକ ପ୍ରାର୍ôଥ ବଦ୍ରି ନାରାୟଣ ପାତ୍ର ଗତ ବୁଧବାର ସନ୍ଧ୍ୟାରେ ବେଲସୁନ୍ଦରୀ ଗ୍ରାମରେ ପହଞ୍ଚି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ଗାଁର ବୟଜ୍ୟେଷ୍ଠ ମୂରବୀ ଦିଗମ୍ବର ସାହୁଙ୍କ ସଭାପତିତ୍ୱରେ ଶତାଧିକ ଗ୍ରାମବାସୀ ହନୁମାନ ପଡିଆରେ ଏକତ୍ରିତ ହୋଇ ବିଧାୟକ ପ୍ରାର୍ôଥ […]