ଓଡିଶା କଳା ସଂସ୍କୃତି ମନୋରଞ୍ଜନ

ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ଜଳଲାଗି କଲେ ଓଡିଆ ଚଳଚ୍ଚିତ୍ର ‘ଦମନ୍’ର ଟିମ୍

ଭୁବନେଶ୍ୱର: ପ୍ରଶଂସକଙ୍କ ସହ ବିନ୍ଦୁସାଗରରେ ବୁଡ ପକାଇ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ଜଳଲାଗି କଲେ ଓଡିଆ ଚଳଚ୍ଚିତ୍ର ‘ଦମନ୍’ର ଟିମ୍ । ଚଳଚ୍ଚିତ୍ରର ମୁଖ୍ୟ ନାୟକ ବାବୁସାନ୍, ଓଲିଉଡର ପ୍ରତିଷ୍ଠିତ କଳାକାର ବବି ମିଶ୍ର, ରବି ମିଶ୍ର, ପିଂଟୁ ନନ୍ଦଙ୍କ ସହ ଅନ୍ୟମାନେ ଶ୍ରାବଣର ପ୍ରଥମ ସୋମବାର ବୋଲ୍ ବମ୍ ଡାକ ଦେଇ ଶ୍ରୀ ଲିଙ୍ଗରାଜଙ୍କ ନିକଟରେ ଜଳଲାଗି କରିଛନ୍ତି । ସତ୍ୟ କାହାଣୀ ଉପରେ ପର୍ଯ୍ୟବେଶିତ ସିନେମାଟି ମାଲକାନାଗିରି ଜିଲ୍ଲାରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ଭୂମିକାକୁ […]