ଓଡିଶା କଳା ସଂସ୍କୃତି

ନିର୍ମାଣ ହେବାକୁ ଯାଉଛି ବାବା କପିଳେଶ୍ଵର ଶୈବପୀଠର ଭବ୍ୟ ମନ୍ଦିର

କୋଟପାଡ଼ (ସୁନୀଲ ଦାଶ): କୋରାପୁଟ ଜିଲ୍ଲା କୋଟପାଡ଼ ସ୍ଥିତ ବାବା କପିଳେଶ୍ଵର ଶୈବପୀଠର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଏ ନେଇ ପୂର୍ଣ୍ଣ ବିଧିରେ ଆଜ୍ଞାମାଳ ପରେ ପ୍ରାରମ୍ଭ ହୋଇଛି ପୁରାତନ ମନ୍ଦିରର ବିଲୋପନ କାର୍ଯ୍ୟ । ଏହି ଶୈବପିଠଟି ନଳରାଜାଙ୍କ ଅମଳରୁ ପ୍ରାୟ 1800 ଶତାବ୍ଦିରେ ନିର୍ମିତ ହୋଇଥିବା ଇତିହାସ ରହିଛି । ତେବେ ଏହାର ସ୍ମୃତିର ରକ୍ଷା ପାଇଁ ଏବଂ ଏହାର କୟାକଳ୍ପର ପୁନଃ ନିର୍ମାଣ ନିମନ୍ତେ ପ୍ରାୟ […]