ବିଜେପି ପାଇଁ ବରଦାନ ହେବେ କି ରାଜୁ ! ଧାମନଗର ଉପନିର୍ବାଚନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ…
ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ହେଉଛି ଶେଷ ଦିବସ । ଆଉ ଶେଷ ଦିନରେ ବିଜେଡିକୁ ଲାଗିଛି ଝଟକା । କାରଣ ବିଜେଡିରୁ ଧାନନଗର ଆସନ ପାଇଁ ଥିବା ଆଶାୟୀ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଆଶାରେ ପାଣି ମାଡିଗଲା ପରେ ଏବେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ଧାମନଗରବାସୀ ମୋ ସହ ଅଛନ୍ତି ଏବଂ ମୁଁ ନିଶ୍ଚୟ ବିଜୟୀ ହେବି । ଗୁରୁଜନଙ୍କ ଆଶୀର୍ବାଦ ନେଇ ନିର୍ବାଚନ ଲଢ଼ିବି […]