ଓଡିଶା

ଏଲିଗେଣ୍ଟ ଟିଏମ୍‌ଟି ତରଫରୁ କାଉଡିଆ ଭକ୍ତଙ୍କ ପାଇଁ ଜଳଦାନ ଶିବିର…

ପାଳିତ ହୋଇଯାଇଛି ପବିତ୍ର ଶ୍ରାବଣ ମାସର ଅନ୍ତିମ ସୋମବାର । ଶେଷ ସୋମବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁ ମହାଦେବଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ସୁଅ ଛୁଟିଛି ବାବା ଚନ୍ଦନେଶ୍ୱରଙ୍କ ପୀଠକୁ । ଶ୍ରାବଣ ଶେଷ ସୋମବାରରେ ବାବାଙ୍କୁ ଦର୍ଶନ କରି ଭକ୍ତ ସେମାନଙ୍କ ମନବାଂଛା ପୂର୍ତ୍ତି ପାଇଁ ମାନସିକ କରନ୍ତି । ଏହି ଅବସରରେ କାଉଡିଆ ଭକ୍ତଙ୍କ ପାଇଁ ଚନ୍ଦନେଶ୍ୱର ଓ ସୁଗୋଠାରେ ଏଲିଗେଣ୍ଟ ଟିଏମ୍‌ଟି ପକ୍ଷରୁ ଜଳଦାନ ଶିବିର ଖୋଲାଯାଇଥିଲା । ଏହା ସହିତ ଭକ୍ତଙ୍କୁ […]