ଚନ୍ଦନେଶ୍ବରଙ୍କ ଚଡକ ମେଳାରେ ୩୦ ହଜାରରୁ ଉର୍ଦ୍ଧ୍ବ ଉପବୀତଧାରୀ ଉପସ୍ଥିତ
ବାଲେଶ୍ବର: ପୂର୍ବ ଭାରତର ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ଵରଙ୍କ ଚଡକ ମେଳାର ପଞ୍ଚମ ଅର୍ଘ୍ୟ ଆରମ୍ଭ ହୋଇଯାଇଛି । ମେଳା ପାଇଁ ଉପବୀତଧାରୀଙ୍କ ସଂଖ୍ୟା ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ବ ହୋଇଥିବାବେଳେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅପରପକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୋଗରାଇ ତହସିଲଦାର ସୁଶାନ୍ତ ପଟ୍ଟନାୟକ । ପଞ୍ଚମ ଅର୍ଘ୍ୟରେ […]