ଓଡିଶା

ସୁସ୍ଥ ସମାଜ ଗଠନ ଦିଗରେ ବାବା ବଳିଆଙ୍କ ଆର୍ଶୀବଚନ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ମାଛଗାଁରେ ପରମପୂଜ୍ୟ ପଦ୍ମଶ୍ରୀ ବାବା ବଳିଆଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାବା ବଳିଆ ମାଛଗାଁରେ ପହଁଚିବା ପରେ ଶ୍ରଦ୍ଧାଳୁମାନେ ସଂକୀର୍ତ୍ତନ ଶୋଭାଯାତ୍ରାରେ ବାବାଙ୍କୁ ସତସଙ୍ଗ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ପରେ ଗୁରୁ ପୂଜନ କରାଯିବା ସହିତ ସତସଙ୍ଗ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ବିଧାନସଭା ସଚିବ ଦାଶରଥି ଶତପଥୀ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଅବସରରେ “କଥାରେ କଥାରେ ଜୀବନ ଗୀତା” ପ୍ରସଙ୍ଗକୁ […]