ଜଗତସିଂହପୁରର ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ କବିରାଜ ବିଭୁତି ଭୂଷଣ ଦାସଙ୍କ ଏକାଦଶାହ ପାଳିତ…
ଜଗତସିଂହପୁର, ୧୩/୧୨ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ମଇଁନ୍ଦିପୁର ଗ୍ରାମର ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ କବିରାଜ ସ୍ୱର୍ଗତ ବିଭୂତି ଭୂଷଣ ଦାଶଙ୍କ ଏକାଦଶାହ ତଥା ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସେ ଜଣେ ଦକ୍ଷ ଆୟୁର୍ବେଦ ଚିକିତ୍ସକ, ରାଜନୀତିଜ୍ଞ ଓ ସମାଜସେବୀ ହିସାବରେ ବହୁ ସୁନାମ ଅର୍ଜନ କରିଥିଲେ । କବିରାଜ ବିଭୂତି ଭୂଷଣ ଦାଶ ଜଣେ ମିଷ୍ଟଭାଷୀ ଓ ସରଳ ପ୍ରକୃତିର ମଣିଷ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ସେ ଲୋକପ୍ରିୟ ହୋଇପାରିଥିଲେ […]