ପ୍ରକଳ୍ପ ପାଇଁ ଟିଏସ୍ଏସ୍ଇଜେଡ୍ ଏବଂ ଆଭାଡା ଗ୍ରୁପ୍ ମଧ୍ୟରେ MOU ସ୍ବାକ୍ଷର…
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାସ୍ଥିତ ଗୋପାଳପୁର ଶିଳ୍ପ ପାର୍କରେ ଏକ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ ପ୍ରକଳ୍ପ ସ୍ଥାପନ କରିବା ଲାଗି ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମିକ୍ ଜୋନ୍ ଲିମିଟେଡ୍ ଓ ସମନି୍ୱତ ଶକ୍ତି ସଂସ୍ଥା ଆଭାଡା ଗ୍ରୁପର ଗ୍ରିନ୍ ହାଇଡ୍ରୋଜେନ୍ ଶାଖା – ଆଭାଡା ଗ୍ରିନ୍ଏଚ୍୨ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍.ଓ.ୟୁ) ସ୍ୱାକ୍ଷର ହୋଇଛି । ଏଥିରେ ଟିଏସ୍ଏସ୍ଇଜେଡ୍ଏଲର ଗୋପାଳପୁର ଶିଳ୍ପ ପାର୍କରେ ଆଭାଡା ଗ୍ରୁପ୍ ୧୨୦ ଏକର ଜମି ଅଧିଗ୍ରହଣ […]