ମହଙ୍ଗା ହେବ ଋଣ… ଆରବିଆଇ ବଢାଇଲା ରେପୋ ରେଟ୍
ବ୍ୟୁରୋ ରିପୋର୍ଟ: ମହଙ୍ଗା ହେବ ଋଣ । ପୁଣି ବଢିବ ଇଏମଆଇ ସୁଧ ହାର । ଆରବିଆଇ ବଢାଇଲା ରେପୋ ରେଟ୍ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍ରେ ୨୫ ବେସିସ୍ ପଏଣ୍ଟ ତଥା ୦.୨୫ ପ୍ରତିଶତ ବୃଦ୍ଧି କରିଛି । ଫଳରେ ରେପୋ ରେଟ୍ ଏବେ ୬.୨୫ପ୍ରତିଶତରୁ ୬.୫୦ ପ୍ରତିଶତକୁ ବୃଦ୍ଧି ପାଇଛି । ରେପୋ ରେଟ୍ ବଢିବା ଯୋଗୁଁ ଘର, ଅଟୋ ଏବଂ ବ୍ୟକ୍ତିଗତ ଋଣ ମହଙ୍ଗା ହେବ । ଏହାସହ […]