ଓଡିଶା

ନୂଆ ଓ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଆଠମଲ୍ଲିକ, ୯/୧ (ଧନଞ୍ଜୟ ନାୟକ) : ଆଠମଲ୍ଲିକ ବ୍ଲକ ମଇମୁରା, କନ୍ତପଡ଼ା ଓ ଠାକୁରଗଡ଼ ପଂଚାୟତରେ ପଂଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟେକ ପଂଚାୟତରୁ ହାରାହାରି ୬୦୦ ଲୋକ ଭାଗ ନେଇଥିଲେ । ମଇମୁରା ସରପଂଚ ଲତା ସେଠୀ, କନ୍ତପଡ଼ା ସରପଂଚ ସୁଶ୍ରୀ ସୁଭସ୍ମିତା ବାଙ୍କ ଓ ଠାକୁରଗଡ଼ ସରପଂଚ ଚାରୁଲତା ମିଶ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା […]

ଓଡିଶା

ଗୋଣ୍ଡସମାଜ ଉପରେ ଜାତିଆଣ ଆକ୍ଷେପ କରି ଫସିଲେ ବିଜେଡି ନେତା ନଳିନୀ ପ୍ରଧାନ…

ଆଠମଲ୍ଲିକ, ୨/୨ (ଧନଞ୍ଜୟ ନାୟକ) : ବିଜେଡି ନେତା ନଳିନୀ ପ୍ରଧାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ପୋଲିସ ମହା ନିର୍ଦ୍ଦେଶକଙ୍କ ସହ ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲାର ଏସ୍ପିଙ୍କୁ ନିର୍ଦ୍ଦେଶ ଦେଲେ ଅନୁସୂଚିତ ଜନଜାତି ଜାତୀୟ ଆୟୋଗ । ଗତ ଜାନୁଆରୀ ୧୫ ତାରିଖରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଆମ୍ବସରମୁଣ୍ଡାଠାରେ ଜଂଘା ଦେଓଙ୍କ ମନ୍ଦୀର ପ୍ରତିଷ୍ଠା ଉତ୍ସବରେ ବରିଷ୍ଠ ବିଜେଡି ନେତା ନଳିନୀ ପ୍ରଧାନ ଓ […]