ଓଡିଶା ବ୍ୟବସାୟ

ଘରୋଇ କୋଇଲା ବ୍ୟବହାର ପାଇଁ ବିସିସସିଏଲ୍ ର ଶିଳ୍ପ ସମ୍ମିଳନୀ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଅନ୍ୟତମ ରାଷ୍ଟ୍ରାୟତ୍ତ ସଂସ୍ଥା ଭାରତ କୋକିଂ କୋଲ ଲିମିଟେଡ୍ (ବିସିସିଏଲ୍) ପକ୍ଷରୁ କୋଇଲା ବ୍ୟବହାରକାରୀ ଶିଳ୍ପ ମାନଙ୍କର ଏକ ଆଲୋଚନା ଚକ୍ରର ଆୟୋଜିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟତଃ ଓଡିଶାର ଇସ୍ପାତ, ସିମେଣ୍ଟ ଏବଂ ସ୍ପଞ୍ଜ ଲୁହା କ୍ଷେତ୍ର ତଥା ଭାରତର ବିଭିନ୍ନ କୋଣ ଅନୁକୋଣରୁ ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ଅଂଶଗ୍ରହଣକାରୀଙ୍କୁ ଘରୋଇ କୋଇଲା ବ୍ୟବହାରର ବିଶେଷ ଭୂମିକା, ବିଶେଷକରି ବିସିସିଏଲ୍ ର […]