ଓଡିଶା

ଅଏଡା ମଣ୍ଡଳରେ ବିଜେପିର ନାରୀ ବନ୍ଦନ୍ କାର୍ଯ୍ୟକ୍ରମ…

ଆଠମଲ୍ଲିକ, ୨୨/୩ : ଆଠମଲ୍ଲିକ ବ୍ଲକ ଅଏଡ଼ା ପଂଚାୟତର ହାଟ ପଡ଼ିଆଠାରେ ବିଜେପି ପକ୍ଷରୁ ନାରୀ ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ଅଫିସଠାରୁ ଏକ ବିଶାଳ ନାରୀ ଶୋଭାଯାତ୍ରା ବିଜେପି ନେତା ଅର୍ଜୁନ ସାହୁଙ୍କ ନେତୃତ୍ୱରେ ବାହାରି ହାଟ ପଡ଼ିଆଠାରେ ପହଁଚିବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥିମାନେ ଯୋଗ ଦେଇ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମହିଳା ମାନଙ୍କ ପାଇଁ ନେଇଥିବା ବିକାଶ ମୂଳକ କାର୍ଯ୍ୟ […]

ଓଡିଶା

ଶିକ୍ଷା, ଖେଳକୁଦ, ନୃତ୍ୟ, ସଙ୍ଗୀତ ହେଉଛି ମାନବ ସମାଜ ପାଇଁ ବରଦାନ…

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତର ଷୋଳପଦା ମହାବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଓଡ଼ିଆ ଅଧ୍ୟାପିକା କଲ୍ୟାଣୀ ରୂପା ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ । ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଠମଲ୍ଲିକ ଉପଜିଲ୍ଲାପାଳ ଡକ୍ଟର ଜୀତେନ୍ଦ୍ର ପାତ୍ର  ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ […]

ଓଡିଶା

ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଆଠମଲ୍ଲିକ : ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ୍ବପାଳ ଗ୍ରାମ ପଂଚାୟତ ଏବଂ ଧଡରପାଳ ଗ୍ରାମ ପଞ୍ଚାୟତରେ ଦୁଇ ଦିନ ଧରି  ସଂଗ୍ରାମ ସେନା ପକ୍ଷରୁ ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସଂଗ୍ରାମ ସେନାର ସଭାପତି ସଂଗ୍ରାମ ମହାପାତ୍ରଙ୍କ ନେତୃତ୍ବରେ ଏହି ବିରାଟ ଶୋଭାଯାତ୍ରା ଚମ୍ପାପୁରଠାରୁ ବାହାରି ଅମ୍ବପାଳ ଗ୍ରାମ ପର୍ଯ୍ୟନ୍ତ ଯାଇଥିଲା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ସ୍ୱତନ୍ତ୍ରତା ପାଇଁ ବଳିଦାନ ଦେଇଥିବା ବୀର ମାନଙ୍କୁ […]