ଓଡିଶା କଳା ସଂସ୍କୃତି

ସାଉଦି ଆରବରେ ଓଡ଼ିଆ କଳା ସଂସ୍କୃତିର ଅନନ୍ୟ ଝଲକ୍

ସାଉଦି ଆରବର ରିଆଦରେ ଦେଖବାକୁ ମିଳିଛି ଓଡ଼ିଶା ଓ ଓଡ଼ିଆ କଳା ସଂସ୍କୃତିର ଝଲକ । ରିଆଦ ଓଡ଼ିଶା ସାମାଜିକ ସାଂସ୍କୃତିକ ସଂଗଠନଦ୍ବାରା ଆୟୋଜିତ ଭବ୍ୟ ସମାରୋହରେ ବିଭିନ୍ନ ବୟସ ଓ ବର୍ଗର କଳାକାର ଓ ସୃଜନଶୀଳ ବ୍ୟକ୍ତି ବିଶେଷ ଉଚ୍ଚକୋଟିର ବକ୍ତବ୍ୟ, ସୃଜନୀ ଓ ରାଫେଲ୍ ଡ୍ର ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ପ୍ରତିଯୋଗିତା ପଛରେ ରହିଛି ଏକ ମହତ ଉଦ୍ଦେଶ୍ୟ । ତାହା ହେଉଛି ଓଡ଼ିଆ ଐତିହ୍ୟ କଳା ସଂସ୍କୃତିର […]