ଡଃ ଅଚ୍ୟୁତ ସାମନ୍ତ ପ୍ରୟାସ । ସମଗ୍ର ବିଶ୍ବକୁ ଏକସୂତ୍ରରେ ବାନ୍ଧିବା ପାଇଁ ପାଳନ ହୋଇଛି ବିଶ୍ୱ ଆର୍ଟ ଅଫ ଗିଭିଂ ଦିବସ…
ଜଗତସିଂହପୁର: ପାଳିତ ହୋଇଯାଇଛି ୧୦ମ ବିଶ୍ୱ ଆର୍ଟ ଅଫ ଗିଭିଂ ଦିବସ । ସମାଜରେ ପରସ୍ପରକୁ ସାହାଯ୍ୟ,ସହଯୋଗ କରିବା ସହ ଶାନ୍ତି, ମୈତ୍ରୀ ଓ ସୋହାର୍ଦ୍ୱ ବାଣ୍ଟିବା ପାଇଁ ୨୦୧୩ ମସିହା ମେ ୧୭ ତାରିଖରୁ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆର୍ଟ ଅଫ ଗିଭିଂ ଏବେ ସାରା ବିଶ୍ୱରେ ଆଦୃତଲାଭ କରିଛି । ଏହି ଅବସରରେ ଜଗତସିଂହପୁର ଜିଲ୍ଲା ସଦରମହାକୁମାସ୍ଥିତ ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ୧୦ମ ବିଶ୍ୱ ଆର୍ଟ […]