‘ଚିଫ୍ ଅଫ୍ ଷ୍ଟାଫ୍ କମିଟି’ର ଚେୟାରମ୍ୟାନ୍ ଦାୟିତ୍ବ ଗ୍ରହଣ କଲେ ଜେନେରାଲ୍ ଏମ୍ଏମ୍ ନରୱନେ
ସ୍ଥଳ ସେନା ପ୍ରମୁଖ ଜେନେରାଲ୍ ଏମ୍ଏମ୍ ନରୱନେ ‘ଚିଫ୍ ଅଫ୍ ଷ୍ଟାଫ୍ କମିଟି’ର ଚେୟାରମ୍ୟାନ୍ ଦାୟିତ୍ବ ଗ୍ରହଣ କରିଛନ୍ତି । ଡିସେମ୍ବର 8 ତାରିଖରେ ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ମୃତ୍ୟୁ ପରେ ଏହି ପଦବୀ ଖାଲି ଥିଲା । ସୂତ୍ରରୁ ପ୍ରକାଶ ଯେ ଜେନେରାଲ ନରୱନେ ତିନି ସେନା ମୁଖ୍ୟଙ୍କ ମଧ୍ୟରୁ ବରିଷ୍ଠ ହୋଇଥିବାରୁ ତାଙ୍କୁ କମିଟିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ସିଡିଏସ୍ ପଦ ପୂର୍ବରୁ, ସାଧାରଣତଃ ତିନି […]