ଯୁଗ ପୁରୁଷୋତ୍ତମ୍ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ ତମ ଜନ୍ମ ମହୋତ୍ସବ ପାଳିତ
ବେଗୁନିଆପଡା (ବାପୁନି କୁମାର ମାଲୁ): ପରମପ୍ରେମମୟ ଯୁଗ ପୁରୁଷୋତ୍ତମ୍ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ ତମ ଜନ୍ମ ମହୋତ୍ସବ ପରମପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କ ପୁଣ୍ୟ ଆଗମନୀ ସ୍ମୃତି ଦିବସ ଏବଂ ସତସଙ୍ଗ ବିହାର ଖଲ୍ଲିକୋଟର ୭ମ ବାର୍ଷିକ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବ୍ରାହ୍ମ ମୁହୂର୍ତରୁ ବେଦ ମାଙ୍ଗଳିକ ଓ ନହବତ, ପରେ ପ୍ରତ୍ୟୁଷରେ ଉଷା କୀର୍ତ୍ତନ, ସମବେତ ପ୍ରାତଃ ବିନତୀ ପ୍ରାର୍ଥନା ପରେ ଶୋଭାଯାତ୍ରାରେ ଶ୍ରୀଶ୍ରୀ ଠାକୁରଙ୍କ ସୁସଜ୍ଜିତ ପ୍ରତିକୃତି ସହ […]