ଓଡିଶା

ଗଜପତିରେ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ତମ ଜନ୍ମ ଉତ୍ସବ ପାଳିତ

ଗଜପତି (ବିବେକାନନ୍ଦ ବେହେରା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମହେନ୍ଦ୍ରତନୟା ନିକଟରେ ଥିବା ସତସଙ୍ଗ ବିହାରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ତମ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ଶ୍ରୀ ଠାକୁରଙ୍କ ବିଗ୍ରହକୁ ରଥାରୂଢ କରି ଶତାଧିକ ଭକ୍ତ ନଗର ପରିକ୍ରମା କରିବା ସହ ନଗର କୀର୍ତ୍ତନ କରିଥିଲେ । ଆୟୋଜିତ ଉତ୍ସବରେ ସୁଦୂର ନିମାପଡାରୁ ମୁଖ୍ୟ ଅତିଥି ପୁଲିନ୍ କୁମାର ନାୟକ ଯୋଗ […]