ଓଡିଶା

ଶିକ୍ଷା, ଖେଳକୁଦ, ନୃତ୍ୟ, ସଙ୍ଗୀତ ହେଉଛି ମାନବ ସମାଜ ପାଇଁ ବରଦାନ…

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତର ଷୋଳପଦା ମହାବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଓଡ଼ିଆ ଅଧ୍ୟାପିକା କଲ୍ୟାଣୀ ରୂପା ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ । ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଠମଲ୍ଲିକ ଉପଜିଲ୍ଲାପାଳ ଡକ୍ଟର ଜୀତେନ୍ଦ୍ର ପାତ୍ର  ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ […]

ଓଡିଶା

ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଆଠମଲ୍ଲିକ : ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମ୍ବପାଳ ଗ୍ରାମ ପଂଚାୟତ ଏବଂ ଧଡରପାଳ ଗ୍ରାମ ପଞ୍ଚାୟତରେ ଦୁଇ ଦିନ ଧରି  ସଂଗ୍ରାମ ସେନା ପକ୍ଷରୁ ‘ମୋ ମାଟି, ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସଂଗ୍ରାମ ସେନାର ସଭାପତି ସଂଗ୍ରାମ ମହାପାତ୍ରଙ୍କ ନେତୃତ୍ବରେ ଏହି ବିରାଟ ଶୋଭାଯାତ୍ରା ଚମ୍ପାପୁରଠାରୁ ବାହାରି ଅମ୍ବପାଳ ଗ୍ରାମ ପର୍ଯ୍ୟନ୍ତ ଯାଇଥିଲା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ସ୍ୱତନ୍ତ୍ରତା ପାଇଁ ବଳିଦାନ ଦେଇଥିବା ବୀର ମାନଙ୍କୁ […]

ଓଡିଶା

ବାଉଁଶପୋଖରୀ ପଂଚାୟତ ପଣସପାଳ ପ୍ରୋଜେକ୍ଟ ସାମ୍ନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣା ସ୍ଥଳରେ ଜଣେ ମୃତ, ଜଣେ ଗୁରୁତର । ସୂଚନା ଅନୁସାରେ, ହିନ୍ଦୋଳ ଥାନା ଅନ୍ତର୍ଗତ ହିନ୍ଦୋଳ ଏନ୍ଏସି ୱାର୍ଡ଼ ନଂ-୧୫ ଆଲୁସିଂ ଗ୍ରାମର ଟିକେଇ ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ ଏବଂ କୁଞ୍ଜ ସାହୁଙ୍କ ପୁଅ ତ୍ରିନାଥ ସାହୁ ଓଡ଼ି-୧୯ଏଲ୍-୯୫୪୧ ଯୋଗେ ଅନୁଗୁଳ ଆଡୁ ଫେରୁଥିବା ସମୟରେ ବାଉଁଶପୋଖରୀ ପଂଚାୟତ ପଣସପାଳ ପ୍ରୋଜେକ୍ଟ ସାମ୍ନାରେ ହିନ୍ଦୋଳ ଆଡୁ ଆସୁଥିବା ଓଡ଼ି-୧୯ଏଲ୍-୬୯୩୮ ପିକଭ୍ୟାନ୍ ସହ ମୁହାଁମୁହିଁ […]

ଓଡିଶା

ସାତକୋଶିଆ ଗଣ୍ଡକୁ ‘ରାମସର ସାଇଟ୍‌’ ମାନ୍ୟତା ମିଳିବା ପରେ ଜିଲ୍ଲାରେ ଖୁସିର ଲହରୀ

ସାତକୋଶିଆ ଗଣ୍ଡକୁ ମିଳିଲା ‘ରାମସର ସାଇଟ୍’ର ମାନ୍ୟତା । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ପକ୍ଷରୁ ଏପରି ଘୋଷଣା କରାଯାଇଛି । ବିଶ୍ୱର ଆର୍ଦ୍ରଭୂମିକୁ ସୁରକ୍ଷିତ ରଖିବା ହେଉଛି ‘ରାମସର ସାଇଟ୍’ ଘୋଷଣାର ଉଦ୍ଦେଶ୍ୟ । ଆନ୍ତର୍ଜାତୀୟ ସ୍ତରରେ ଏହା ଏକ ବଡ଼ ପଦକ୍ଷେପ ହୋଇଥିବାବେଳେ ଆର୍ଦ୍ରଭୂମିର ଗୁରୁତ୍ଵକୁ ଦୃଷ୍ଟିରେ ରଖି ୟୁନେସ୍କୋ ଏହି ମାନ୍ୟତା ପ୍ରଦାନ କରିଥାଏ । ଦେଶର ମୋଟ୍ ୧୦ଟି ଆର୍ଦ୍ରଭୂମିକୁ ଏହି ମାନ୍ୟତା ଦିଆଯାଇଛି । ସେଥିମଧ୍ୟରୁ […]