ଓଡିଶା

ଦୁର୍ନୀତିକୁ ବିରୋଧ କରିଵା ପାଇଁ କରାଯାଉଛି ସଚେତନ…

କୋଟପାଡ଼ : ଦୁର୍ନୀତି ନିବାରଣ ସଚେତନ ସପ୍ତାହ -୨୦୨୩ ଅବସରରେ କୋଟପାଡ଼ ବ୍ଲକ ସଭାଗୃହରେ ଦୁର୍ନୀତି ନିବାରଣ ସଚେତନତା ସଭା ଆୟୋଜିତ ହୋଇଯାଇଛି l ଏହି ସଭାରେ ଦୁର୍ନୀତିକୁ କିଭଳି ବିରୋଧ କରିଵା ଏବଂ ରାଷ୍ଟ୍ର ପ୍ରତି କିପରି ସମର୍ପିତ ରହିବା ସେ ଦିଗରେ ସଚେତନତା ବାର୍ତ୍ତା ଦିଆଯାଇଥିଲା l ପ୍ରଥମେ କୋଟପାଡ଼ ଗାନ୍ଧୀ ଛକସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏହି ସଭାଯାତ୍ରରେ ଅଙ୍ଗନବାଡି କର୍ମୀ, […]

ଓଡିଶା

ବେଗୁନିଆପଡା ବ୍ଲକ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ…

ବେଗୁନିଆପଡା : ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅକ୍ଟୋବର ୩୦ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ୨୦୨୩ ପାଳନ କରାଯାଉଛି । ସାଧାରଣ ଜୀବନରେ ସ୍ୱଚ୍ଛତା ଓ ଉତ୍ତର ଦାୟିତ୍ୱ ସହିତ ଏକ ଦକ୍ଷ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଉଦ୍ଦେଶ୍ୟରେ ଏହି ସଚେତନତା ସପ୍ତାହ ପାଳନ କରାଯାଉଛି । ଏ ନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସରରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ସଚେତନତା କରାଯିବା ସହିତ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି […]