ଅଁଳାପାଲିରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
ଅଁଳାପାଲି ପଞ୍ଚାୟତ ଅନ୍ତର୍ଗତ ଗ୍ରାମୀଣ ପାଠାଗାରରେ ସରପଞ୍ଚ ଅଜିତ ମେହେରଙ୍କ ସଭାପତିତ୍ବରେ ସ୍ୱଚ୍ଛତା ହିଁ ସେବା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରକାରଙ୍କ ତଫରୁ ଆସିଥିବା PHDMA କମିଟିର ସଦସ୍ୟ ଫୁଲମଣୀ ଲାକ୍ରା ଓ ମୋନାଲିସା ନାଏକ ଉପସ୍ଥିତ ଥିଲେ । ଏହି ଅବସରରେ ଦନ୍ତାପାଲିରେ ଥିବା ଗ୍ରାମୀଣ ପାଠାଗାର ପରିସର ସଫେଇ କରାଯାଇଥିଲା । ସଫେଇ କାର୍ଯ୍ୟକ୍ରମରେ ସ୍ଵୟଂ ସହାୟକ ଗୋଷ୍ଠୀ ରାମେଶ୍ବରର ସଭାପତି ରଞ୍ଜିତା ବାରିକ, ଅନଷୂୟା କର୍ଣ୍ଣ, ସବିତା ସାହୁ, ଅଞ୍ଜଳି ହାତୀ, […]