ଓଡିଶା

ଧ୍ୟାନକୁଦ ପୀଠରେ ପବିତ୍ର ଅଁଳା ନବମୀ ପାଳିତ; ରାଧା ପାଦ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼…

ଜଗତସିଂହପୁର, ୨୨/୧୧ (ରୀତା ସାହୁ) : ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁର ଦେବୀ ନଦୀ କୂଳରେ ଅବସ୍ଥିତ ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ପବିତ୍ର ଅଁଳା ନାବମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରଦ୍ଧାଳୁମାନେ ରାଧା ପାଦ ଦର୍ଶନ କରି ବେଶ୍ ଖୁସି ଥିବା କହିଛନ୍ତି । କାର୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ପବିତ୍ର ଅଁଳା ନବମୀ ଏବଂ ଶ୍ରୀ ରାଧା ପାଦ ଦର୍ଶନ ହୋଇଥାଏ । ରାଧା ପାଦ ଦର୍ଶନ […]