ମାହାଙ୍ଗାରୁ ନାମାଙ୍କନ ଭରିଲେ ଅଙ୍କିତ…
ମାହାଙ୍ଗା ବିଧାନସଭାରୁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା । ବାପା ପ୍ରତାପ ଜେନାଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଙ୍କିତ । ଅଙ୍କିତ ଗତ ସୋମବାର ପ୍ରାର୍ଥୀପତ୍ର ଦାଖଲ ପାଇଁ ଆସିଥିଲେ କିନ୍ତୁ ଶୁଭ ମୂହୁର୍ତ୍ତ ଗଡ଼ିଯାଇଥିବା କହି ନାମାଙ୍କନ ନ ଭରି ଫେରିଯାଇଥିଲେ । ଆଜି ପୁଣି ଆସି ନାମାଙ୍କନ ଦାଖଲ କରିଛନ୍ତି ଅଙ୍କିତ । ମାହାଙ୍ଗା ବିଧାନସଭା ଆସନରୁ ଏଥର ପ୍ରତାପ ଜେନାଙ୍କ ବଦଳରେ ତାଙ୍କ ପୁଅ […]