ଓଡିଶା

୧୧ ଦିନ ପାଇଁ ବନ୍ଦ ରହିବ ବଉଳା କୁମ୍ଭୀରମାନଙ୍କର ଏନ୍ତୁଡିଶାଳ

କେନ୍ଦ୍ରାପଡା: ଆସନ୍ତା ଜାନୁଆରୀ ୪ରୁ ୧୪ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳଗୁଡିକରେ କୁମ୍ଭୀର ଗଣନା ଆରମ୍ଭ ହେବ । ଏଣୁ ପର୍ଯ୍ୟଟକଙ୍କ ନିମନ୍ତେ ୧୧ ଦିନ ପାଇଁ ଭିତରକନିକା ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ  । ସୂଚନା ଅନୁସାରେ, ଜାନୁଆରୀ ୨୦୨୨ ଗଣନା ଅନୁସାରେ ଭିତରକନିକାରେ ୧୭୮୪ଟି ବଉଳା  କୁମ୍ଭୀର ଅଛନ୍ତି । ଚଳିତ […]

ଓଡିଶା

ଚିନ୍ତା ବଢାଉଛି ଚର୍ମବିଣ୍ଡି ରୋଗ

ଗଜପତି: ଜିଲ୍ଲାରେ ଆତଙ୍କ ଖେଲାଇଛି ଚର୍ମବିଣ୍ଡି ରୋଗ । ଗଜପତି ଜିଲ୍ଲାରେ ଗାଈଗୋରୁମାନେ ଏହି ଚର୍ମବିଣ୍ଡି ରୋଗର ଶିକାର ହେଉଥିବାରୁ ଗୋ ପାଳକମାନେ ଚିନ୍ତାରେ । ଏହି ରୋଗରେ ଆକ୍ରାନ୍ତ ଗାଇ ଗୋରୁଙ୍କ ଦେହରେ ପ୍ରଥମେ ଆବୁ ଭଳି ଫୋକା ଫୋକା ଦେଖାଯାଇ ପରେ ଏହା ଘା ସୃଷ୍ଟି କରୁଛି । ଫଳରେ ଗାଈଗୋରୁମାନେ ଖାଦ୍ୟ ଖାଇବା ଛାଡ଼ି ଦେବା ସହ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ତେବେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ଆକ୍ରାନ୍ତ […]