ଓଡିଶା

ଗୋଟେପଟେ ପ୍ରତିଷ୍ଠା ଦିବସ, ଅନ୍ୟପଟେ ବନ୍ଧୁ ମିଳନ ! ଦଳ ମଧ୍ୟରେ କୁହୁଳୁଛି କି ଧୂଆଁ ?

ବେଗୁନିଆପଡା (ବାପୁନି କୁମାର ମାଲୁ): ବେଗୁନିଆପଡା ବ୍ଲକ ଅଙ୍ଗାରଗାଁ ପଂଚାୟତର ଗିଲିଣ୍ଡା ବଜ୍ରଷଣ୍ଡ ଠାକୁରାଣୀ ମନ୍ଦିର ପରିସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଭ୍ରମର ଭୂୟାଁ, ସରପଞ୍ଚ ନୀଳେନ୍ଦ୍ରୀ ସେଠି, ପଂଚାୟତର ବିଜେଡି ସଭାପତି ଅଭିମନ୍ୟୁ ଭୂୟାଁ, ପୂର୍ବତନ ସରପଞ୍ଚ ସରୋଜ କୁମାର ସାହୁ, ପୂର୍ବତନ ସମିତି ସଭ୍ୟ ନାରାୟଣ ସୁମନ୍ତରାୟ, ସମାଜସେବୀ କେ.ପ୍ରଶାନ୍ତ କୁମାର ପାତ୍ର, ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ସାହୁ, ବାପି ସୁମନ୍ତରାୟ, ସୁମିତ୍ରା […]