ଓଡିଶା

ଆମ୍ରି ହସ୍ପିଟାଲରେ ବୃଦ୍ଧା ପାଇଲେ ନୂତନ ଜୀବନ; ଲାଗିଲା ତାର ବିହୀନ ଅତ୍ୟାଧୁନିକ ପେସ୍‌ମେକର…

ଭୁବନେଶ୍ୱର, ୦୬/୧୨ (ଅଭିଜିତ୍ ସିଂ) : ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛି ଭୂବନେଶ୍ୱରସ୍ଥିତ ଆମ୍ର ହସ୍ପିଟାଲ । ପ୍ରଥମଥର ପାଇଁ ଜଣେ ବୟସ୍କ ମହିଳାଙ୍କଠାରେ ଲାଗିଲା ଅତ୍ୟାଧୁନିକ ତାରବିହୀନ ପେସ୍‌ମେକର । ଅତ୍ୟଧିକ ମୁଣ୍ଡ ବୁଲାଇ ହେବା (ପ୍ରିସିନକୋପ୍‌), ଚେତାଶୂନ୍ୟ ହେବା ଭଳି ଅନୁଭବ ହେବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଆମ୍ରି ହସ୍ପିଟାଲର ଜରୁରୀକାଳୀନ ବିଭାଗକୁ ଆଣିଥିଲେ । ସେଠାରେ ସମସ୍ତ ପ୍ରକାର ଚିକିତ୍ସା ପରେ ସେ ବ୍ରାଡିକାର୍ଡିଆ ରୋଗରେ ଆକ୍ରାନ୍ତ […]

ଓଡିଶା

ମୃତ୍ୟୁ ପରେ ଅମର ରହିଲେ ମହିଳା ।

ଭୁବନେଶ୍ବର : ମୃତ୍ୟୁ ପରେ ଅମର ରହିଲେ ମହିଳା । ମୃତ୍ୟୁ ପରେ ସେ ନିଜର କିଡନୀ, ଲିଭର ଏବଂ ଯକୃତ ଦାନ କରି ପ୍ରାୟ ୭ ଜଣଙ୍କ ଜୀବନ ବଞ୍ଚାଇଛନ୍ତି । ‘ଆମ୍ରି’ ହସ୍ପିଟାଲରେ ରାଜ୍ୟରେ ଦ୍ବିତୀୟଥର ଲାଗି ଜଣେ ବ୍ୟକ୍ତିଙ୍କଠାରୁ ଏକାଧିକ ଅଙ୍ଗକୁ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଛି । ସୂଚନା ଅନୁସାରେ, ବ୍ରହ୍ମପୁରର ଜଣେ ୫୬ ବର୍ଷୀୟା ମହିଳା କ୍ରିଷ୍ଣା ପଣ୍ଡା ସ୍କୁଟିରେ ଯିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କର ବ୍ରେନ୍ ହାମ୍ରେଜ୍ […]

ଓଡିଶା

ସୁସ୍ଥ ଜୀବନଶୈଳୀ ନିରାପଦ ଜୀବନର ମୂଳମନ୍ତ୍ର…

ଭୁବନେଶ୍ବର : ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ୱ ବ୍ରେନ୍ ଷ୍ଟ୍ରୋକ୍ ଦିବସ ପାଳିତ ହୋଇଯାଇଛି । ବ୍ରେନ୍ ଷ୍ଟ୍ରୋକର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ହସ୍ପିଟାଲ ପରିସରରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ସଚେତନ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆମ୍ରି ହସ୍ପିଟାଲର ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀଧର ପାଢ଼ୀ, ଡାକ୍ତର ପିଆର ଭୂୟା, ସ୍ନାୟୁଶଲ୍ୟ ବିଶେଷଜ୍ଞ ଡାକ୍ତର ଆକାଶ ଅଗ୍ରୱାଲ ଏବଂ ହସ୍ପିଟାଲର ଅନ୍ୟ ଡାକ୍ତରମାନେ ଏଥିରେ […]

ଓଡିଶା

ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ଵ ହୃଦୟ ଦିବସ ପାଳିତ…

ଭୁବନେଶ୍ଵର : ଆମ୍ରି ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ବିଶ୍ଵ ହୃଦୟ ଦିବସ ପାଳିତ ହୋଇଯାଇଛି । ହୃଦ୍ ରୋଗର ବିଭିନ୍ନ କାରଣ ଲକ୍ଷଣ ଏବଂ ଉପଚାର ସମ୍ପର୍କରେ ସଚେତନ କରିବା ଉଦ୍ଦଶ୍ୟ ନେଇ ଏହି ଅବସରରେ ଏକ ୱାକଥନ ଆୟୋଜିତ ହୋଇଥିଲା । ଏହାକୁ ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଭୁବନେଶ୍ଵର ମେୟର ସୁଲୋଚନା ଦାସ, ବେଦାନ୍ତ ଉଚ୍ଚ କର୍ତ୍ତୃପକ୍ଷ ତପନ କୁମାର ଚାନ୍ଦ ଏବଂ ଆମ୍ରି ହସ୍ପିଟାଲ ଭୁବନେଶ୍ଵରର ୟୁନିଟ୍ ହେଡ୍ ଡାକ୍ତର ରୋହିତ […]

ଓଡିଶା

ଯନ୍ତ୍ରଣାମୁକ୍ତ ଜୀବନ ପାଇଁ ଫିଜିଓଥେରାପି ସଂଜୀବନି ସଦୃଶ…

ଭୁବନେଶ୍ଵର : ଭୁବନେଶ୍ବରସ୍ଥିତ ଆମ୍ରି ହସ୍ପିଟାଲ ପକ୍ଷରୁ ବିଶ୍ବ ଫିଜିଓଥେରାପି ଦିବସ ଉପଲକ୍ଷେ କଣ୍ଟିନିଅସ୍ ଫିଜିଓଥେରାପି ଏଜୁକେସନ୍‌ (ସିପିଇ)ର ପଞ୍ଚମ ସଂକ୍ରମଣ  ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୨୦୦ରୁ ଅଧିକ ଫିଜିଓଥେରାପି ବିଶେଷଜ୍ଞ ଅଂଶଗ୍ରହଣ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଜୁଆନ୍ ଗୁଇଲନ୍ ଏବଂ ସମ୍ମାନିତ ଅତିଥି ଭାବେ ଏସ୍‌.ଭି.ନିତାରର ବିଭାଗୀୟ ମୁଖ୍ୟ ଡକ୍ଟର ପତିତପାବନ ମହାନ୍ତି ଯୋଗ ଦେଇଥିଲେ । ଦୈନନ୍ଦିନ ଜୀବନରେ ଫିଜିଓଥେରାପିର […]

ଓଡିଶା

ରୋବୋଟିକ୍ ସର୍ଜରୀ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି ଆମ୍ରି ହସ୍ପିଟାଲ୍

ଭୁବନେଶ୍ବର : ରୋବୋଟିକ୍ ସର୍ଜରୀ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିବାରେ ସକ୍ଷମ ହୋଇଛି ଆମ୍ରି ହସ୍ପିଟାଲ୍ । ଭୁବନେଶ୍ବର ସ୍ଥିତ ଆମ୍ରି ହସ୍ପିଟାଲ ଗତ ୪ ମାସରେ ୧୦୦ରୁ ଉର୍ଦ୍ଧ୍ବ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛି । ଆମ୍ରି ହସ୍ପିଟାଲର ବରିଷ୍ଠ ପରାମର୍ଶଦାତା ତଥା ନିର୍ଦ୍ଦେଶକ ଡକ୍ଟର ସୁନୀଲ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏହି ସଫଳତା ହାସଲ କରାଯାଇଛି । ଏପରିକି ଇସ୍ରାଇଲ, ଥାଇଲାଣ୍ଡ ଏବଂ ଅନ୍ୟାନ୍ୟ ଦେଶର ସର୍ଜନମାନଙ୍କୁ ରୋବୋଟିକ୍ […]