ଓଡିଶା

ଆମ୍ରୀ ନୁହେଁ ଏବେଠୁ ମଣିପାଲ୍ ହସ୍ପିଟାଲ୍ସ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ୪୦୦ ଶଯ୍ୟା ବିଶିଷ୍ଟ ଆମ୍ରୀ ହସ୍ପିଟାଲକୁ ସଫଳତାର ସହ ନିଜ ବ୍ରାଣ୍ଡରେ ସାମିଲ କରିଛି ଭାରତର ଦ୍ୱିତୀୟ ବୃହତ୍ତମ ଡାକ୍ତରଖାନା ମଣିପାଲ ହସ୍ପିଟାଲ । ଚଳିତ ମେ’ ୨୨ ତାରିଖରୁ ଏହି ହସ୍ପିଟାଲ୍ ଏହାର ବିଭିନ୍ନ ସେବାଗୁଡିକୁ ମଣିପାଲ ହସ୍ପିଟାଲର ମାନଦଣ୍ଡ ଅନୁଯାୟୀ ପ୍ରଦାନ କରୁଛି, ଯାହା ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବାର ରୂପାନ୍ତରଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ।ଏହି ଏକକୀକରଣ ଉକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଯୁଗକୁ ସୂଚିତ […]

ଓଡିଶା

ଆମ୍ରି ହସ୍ପିଟାଲରେ ବୃଦ୍ଧା ପାଇଲେ ନୂତନ ଜୀବନ; ଲାଗିଲା ତାର ବିହୀନ ଅତ୍ୟାଧୁନିକ ପେସ୍‌ମେକର…

ଭୁବନେଶ୍ୱର, ୦୬/୧୨ (ଅଭିଜିତ୍ ସିଂ) : ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛି ଭୂବନେଶ୍ୱରସ୍ଥିତ ଆମ୍ର ହସ୍ପିଟାଲ । ପ୍ରଥମଥର ପାଇଁ ଜଣେ ବୟସ୍କ ମହିଳାଙ୍କଠାରେ ଲାଗିଲା ଅତ୍ୟାଧୁନିକ ତାରବିହୀନ ପେସ୍‌ମେକର । ଅତ୍ୟଧିକ ମୁଣ୍ଡ ବୁଲାଇ ହେବା (ପ୍ରିସିନକୋପ୍‌), ଚେତାଶୂନ୍ୟ ହେବା ଭଳି ଅନୁଭବ ହେବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଆମ୍ରି ହସ୍ପିଟାଲର ଜରୁରୀକାଳୀନ ବିଭାଗକୁ ଆଣିଥିଲେ । ସେଠାରେ ସମସ୍ତ ପ୍ରକାର ଚିକିତ୍ସା ପରେ ସେ ବ୍ରାଡିକାର୍ଡିଆ ରୋଗରେ ଆକ୍ରାନ୍ତ […]