ଓଡିଶା

ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଜୀବନ କାହାଣୀ…

ରାଜ୍ୟବାସୀଙ୍କ ମନମୋହିଲେ ମୋହନ । ବଦଳିଲା ରାଜ୍ୟର ସମୀକ୍ଷକଙ୍କ ସମୀକରଣ । ରାଜନୈତିକ ବିଶେଷଜ୍ଞଙ୍କ ସମୀକରଣକୁ ପଛରେ ପକାଇ ବିଜେପି ନିଜର ଦଳର ମୁଖ୍ୟ ଭାବେ ମୋହମ ମାଝୀଙ୍କ ନାମକୁ ଅଗ୍ରାଧିକାର ଦେଇଛି । ଦୀର୍ଘ ୨୪ ବର୍ଷ ପରେ ଓଡିଶା ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପାଇ ଉତ୍ସବମୁଖର ହୋଇଛି । ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଭଳି ଓଡିଶାରେ ମଧ୍ୟ ଦୀର୍ଘ ଦିନର ପ୍ରତୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରି ବିଜେପି ନିଜର ଭିନ୍ନ ଅନ୍ଦାଜର ନିଦର୍ଶନ […]

ଓଡିଶା

ସମ୍ବଲପୁରରେ ଶ୍ରମିକଙ୍କ ପାଇଁ ୫୦୦ ବେଡ୍ ବିଶିଷ୍ଟ ହସ୍ପିଟାଲ ସହ ମେଡିକାଲ କଲେଜ କରିବ ଭାଜାପା ସରକାର : ଶାହା

ଆଜି ସମ୍ବଲପୁର ଅଇଁଠାପାଲିରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜନସଭାକୁ ସମ୍ବୋଧିତ କରିବା ସହ ସେ ରାଜ୍ୟର ବିଜେଡି ସରକାରଙ୍କୁ ଟାର୍ଗେଟ କରିବା କ୍ରମରେ ଅନେକ ଗୁରୁତ୍ୱପୂର୍ଣ୍ଣୟ ପ୍ରସଙ୍ଗ ଉଠାଇଛନ୍ତି । ଶାହ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ କହିଛନ୍ତି, ନବୀନ ଓଡିଶା ଉପରେ ‘ବାବୁସାହି’ ଲଦି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଓଡିଶା ଜନତାଙ୍କର ଅପମାନ କରିଛନ୍ତି । ନବୀନ ଓଡିଶା ସଂସ୍କୃତି, ଅସ୍ମିତା ଓ ଓଡିଆ […]

ଓଡିଶା

ଓଡିଶାରେ ଆଜି ପ୍ରଚାର କରିବେ ଶାହା, ନଡ୍ଡା ଏବଂ ରାହୁଲ…

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ ୩ଟି ପର୍ଯ୍ୟାୟ ମତଦାନ ବାକି ରହିଛି । ଏଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି ବିଜେପିର ପ୍ରମୁଖ ନେତା ଗ୍ୟାରେଣ୍ଟି ଦେଉଥିବା ବେଳେ ଦଳର ପ୍ରମୁଖ ନେତାଙ୍କ ତୁହାକୁ ତୁହା ନିର୍ବାଚନୀ ପ୍ରଚାର ରାଜନୈତିକ ଉଷ୍ମତାକୁ ବୃଦ୍ଧି କରିଛି । ଏହି ପରିପ୍ରେକ୍ଷୀରେ ଆଜି  ନିର୍ବାଚନ ପ୍ରଚାର ପାଇଁ ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ବିଜେପି ରାଷ୍ଟ୍ରୀୟ […]

ଓଡିଶା

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ବ୍ୟୁରୋ ରିପୋର୍ଟ : ଆସନ୍ତାକାଲିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶନିବାର ପୂର୍ବାହ୍ନରେ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବେ ଅମିତ ଶାହା । ଏହାପରେ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକରେ ଯୋଗ ଦେବେ । ଏହାବାଦ ଦଳର ବରିଷ୍ଠ ଅଧିକାରୀଙ୍କ ସହ ରୁଦ୍ଧଦ୍ୱାରା ବୈଠକ କରିବେ । ବୈଠକ ପରେ ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ଛାଡିବା ପୂର୍ବରୁ ବିମାନ ବନ୍ଦର […]

ଓଡିଶା

ଓଡିଶାର ପିଛା ଛାଡୁନି ଦୁର୍ଘଟଣା, ଦିଗପହଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା…

ବ୍ୟୁରୋ ରିପୋର୍ଟ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ମର୍ମନ୍ତୁକ ସଡ଼କ ଦୁର୍ଘଟଣା । OSRTC ବସ୍ ଓ ଘରୋଇ ବସ୍‌ରେ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଥିବା ସୂଚନା । ଜଣଙ୍କର ଅବସ୍ଥା ଗୁରୁତର ହୋଇଥିବାବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା । ମୃତକ ମଧ୍ୟରେ ଅଛନ୍ତି ୬ଜଣ ପୁରୁଷ,୪ ଜଣ ମହିଳା ଓ ୨ଜଣ ଶିଶୁ । ସେମାନେ ହେଲେ ଶିବାନୀ ପ୍ରଧାନ, ରୁପାଲି ପ୍ରଧାନ, ସୁଜ୍ଞାନୀ କୁମାର […]

ଦେଶ ବିଦେଶ

ଗୁଜରାଟରେ ଭୂପେନ୍ଦ୍ର ପଟେଲଙ୍କ ୨.୦ ସରକାର

ଆଜିଠୁ ଗୁଜରାଟରେ ଆରମ୍ଭ ହେବ ଭୂପେନ୍ଦ୍ର ପଟେଲଙ୍କ ୨.୦ ସରକାର । ଆଜି ଦ୍ବିତୀୟ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେନ୍ଦ୍ର ପଟେଲ । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ । ଏଥିପାଇଁ ରବିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦରେ ପହଂଚିଛନ୍ତି । ତାଙ୍କୁ ଏଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଏକ ଲମ୍ବା ଲାଇନ […]

ଓଡିଶା

ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଅନ୍ୟ କାର୍ଯ୍ୟକ୍ରମରେ ବି ସାମିଲ ହେବେ । ଶାହାଙ୍କ ଗସ୍ତ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ରାତି ୧୦ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ୮ ତାରିଖ ଶ୍ରାବଣ ମାସ ଶେଷ ସୋମବାର ହୋଇଥିବାରୁ ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ […]

ଓଡିଶା ଦେଶ ବିଦେଶ

ଦିଲ୍ଲୀ ଗଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଢୋଲ-ଦୁଲଦୁଲିରେ କମ୍ପିଲା ଭୁବନେଶ୍ବର ବିମାନ ବନ୍ଦର

ଦିଲ୍ଲୀ ଗଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଗୁରୁବାର ସକାଳେ ଏମସିଏଲ୍ ଗେଷ୍ଟ ହାଉସ୍‌ରୁ ଜେଡ ପ୍ଲସ୍ ସୁରକ୍ଷାରେ ଯାଇ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ ଦ୍ରୌପଦୀ ମୁର୍ମୁ । ତାଙ୍କୁ ସ୍ୱାଗତ କରିବାକୁ ପାରମ୍ପରିକ ନାଚଗୀତରେ ଦୁଲୁକିଥିଲା ବିମାନବନ୍ଦର । ଢୋଲ ଓ ଦୁଲଦୁଲି ବାଜାର ତାଳେ ତାଳେ ଦ୍ରୌପଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇ ବିମାନବନ୍ଦରକୁ ପାଛୋଟି ନିଆଯାଇଥିଲା । ଏହି ସମୟରେ ବିମାନବନ୍ଦରରେ ଅସମ୍ଭବ ଭିଡ଼ ଜମିଥିଲା । ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା […]

ଦେଶ ବିଦେଶ

ଜୁନ୍‌ ୨ରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ପଟିଦାର ନେତା ହାର୍ଦ୍ଦିକ ପଟେଲ

ନିକଟରେ ହାତ ଛାଡିଥିବା ହାର୍ଦ୍ଦିକ ପଟେଲ ଏବେ ଫୁଲ ଧରିବେ । ଅର୍ଥାତ୍ ଆସନ୍ତା ଜୁନ୍‌ ୨ରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେବେ ବୋଲି ଜଣାପଡିଛି । ଏ ନେଇ ସେ ଖୋଦ୍‌ ଘୋଷଣା ମଧ୍ୟ କରିଛନ୍ତି । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପଟିଦାର ନେତା । ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିର ହାତ ଧରିବାକୁ ଯାଉଛନ୍ତି । କଂଗ୍ରେସ ଛାଡିବା ପରେ ସେ ଆମ ଆଦମୀ ପାର୍ଟିରେ ସାମିଲ […]