ନବମ ଜାତୀୟ ମାନବ ଅଧିକାର କନକ୍ଳେଭ ଯୁବ ଉଦ୍ୟୋଗୀ ସମ୍ମାନ…
ଭୁବନେଶ୍ୱର : ଆମ୍ବେଦକର ଇଂଟରନ୍ୟାସନାଲ ସେଂଟର, ନୂଆଦିଲ୍ଲୀ ଦ୍ୱାରା ଗାନ୍ଧୀ ପିସ୍ ଫାଉଣ୍ଡେସନ, ଦିନଦୟାଲ ମାର୍ଗ, ଦିଲ୍ଲୀରେ ଆୟୋଜିତ “ନବମ ଜାତୀୟ ମାନବ ଅଧିକାର ଯୁବ ଉଦ୍ୟୋଗୀ ସମ୍ମିଳନୀ”ରେ ପଣ୍ଡିଚେରୀର ପୂର୍ବତନ ରାଜ୍ୟପାଳ କିରନ ବେଦୀ, ପୂର୍ବତନ ସେନାଧ୍ୟକ୍ଷ ଅଧିକାରୀ ଅର୍ଜୁନ ରାମ ମେଘୱାଲ, ଆଇନ ଓ ନ୍ୟାୟ ମନ୍ତ୍ରାଳୟର ଡଃ. ଓ. ପି ୟାଦବ ପ୍ରମୁଖ ଉପସ୍ଥିତ ରହି ମୁନ୍ ଟିଭିର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସଚ୍ଚିକାନ୍ତ ଜେନାଙ୍କୁ “ଭାରତୀୟ ସେବା ରନô ସମ୍ମାନ’ରେ ସମ୍ମାନିତ କରିଛନ୍ତି […]