ଓଡିଶା

ଅନଲାଇନ୍ ଠକେଇ; ଘଣ୍ଟା ବଦଳରେ ଆସିଲା ଖାଲି ଖୋଳ

ଭୁବନେଶ୍ୱର, ୦୧/୫ : ଘଣ୍ଟା ବଦଳରେ ଆସିଲା ଖାଲି ଖୋଳ । ଆମାଜନ୍ ଅନଲାଇନ୍ ଷ୍ଟୋରରୁ ଘଣ୍ଟା କିଣି ଗ୍ରାହକ ହଟହଟା । ଆମାଜନ୍ ବିରୋଧରେ ଥାନାରେ ଠକେଇ ଅଭିଯୋଗ କଲେ ଗ୍ରାହକ । ବର୍ତ୍ତମାନ ଡିଜିଟାଲ ଯୁଗରେ ଦୋକାନକୁ ଯାଇ ଜିନିଷ କିଣିବା ଅପେକ୍ଷା ଘରେ ବସି ସୁଲଭ ମୂଲ୍ୟରେ ଜିନିଷ କିଣିବାକୁ ପସନ୍ଦ କରୁଛନ୍ତି ଗ୍ରାହକ । କିନ୍ତୁ ବେଳେ ବେଳେ ଏହି ଅନଲାଇନ୍ ସପିଙ୍ଗ ଦ୍ୱାରା ଠକେଇର ଶିକାର ହେବାକୁ ପଡୁଛି । […]