ଦେଶ ବିଦେଶ

ଆରମ୍ଭ ହେଲା ପ୍ରସିଦ୍ଧ ଅମରନାଥ ଯାତ୍ରା…

ଶ୍ରୀନଗର : ଆଜିଠୁ ଆରମ୍ଭ ହେଲା ପ୍ରସିଦ୍ଧ ଅମରନାଥ ଯାତ୍ରା । ଆଜିଠୁ ଆଗାମୀ ୬୨ ଦିନ ପର୍ଯ୍ୟନ୍ତ ଏହି ଯାତ୍ରା ଜାରି ରହିବ । ବାବା ଅମରନାଥଙ୍କ ଭକ୍ତ ପହଲଗାମ୍ ଏବଂ ବାଲଟାଲ ଦେଇ ଅମରନାଥ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ୩ହଜାର ୪୮୮ ତୀର୍ଥଯାତ୍ରୀ ୟାତ୍ରା ଆରମ୍ଭ କରିଛନ୍ତି । ଦୁଇ ପଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦକ୍ଷିଣ କାଶ୍ମୀର ହିମାଳୟ ପାହାଡ଼ର ୩ ହଜାର ୮୮୦ […]