ଓଡିଶା

ସରିଲା ନାମାଙ୍କନ । କିଏ ହାତେଇବ ଗଡ ତାହାକୁ ଅପେକ୍ଷା…

ନୀଳଗିରି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଂଗ୍ରେସ ଓ ବିଜେଡି ପ୍ରାର୍ଥୀ । ଜାତୀୟ  କଂଗ୍ରେସ ପକ୍ଷରୁ ପୁର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ ନୀଳଗିରି ବସ ଷ୍ଟାଣ୍ଡରୁ ଏକ ପଟୁଆରରେ କଂଗ୍ରେସଭବନ ପର୍ଯ୍ୟନ୍ତ ଯାଇ ସେଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଅଳ୍ପ କେତେକ ସମର୍ଥକଙ୍କ ଗହଣରେ ନାମାଙ୍କନପତ୍ର ଦାଖଲ କରିଥିଲେ ଅକ୍ଷୟ କୁମାର । ଦୀର୍ଘ ଚବିଶ ବର୍ଷ ପରେ ପୁଣି ଅକ୍ଷୟ କୁମାର ଆଚାର୍ଯ୍ୟଙ୍କୁ କଂଗ୍ରେସ ଟିକେଟ ଦେଇ ଲଢିବାର ସୁଯୋଗ […]