ଚାଷୀଙ୍କ ସ୍ବାର୍ଥରେ କାମ କରିବାକୁ ଦାବି କଲା ଅଖିଳ ଭାରତ କୃଷକ ସଭା…
ବେଗୁନିଆପଡ଼ା : ବିଭିନ୍ନ ଦାବି ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଲା ଅଖିଳ ଭାରତ କୃଷକ ସଭା । ଚାଷୀମାନଙ୍କୁ ସୁଲଭ ଦରରେ ବିହନ, କୀଟନାଶକ ଔଷଧ ପ୍ରଦାନ ସହ ଅଭାବୀ ଧାନ ବିକ୍ରି ବନ୍ଦ କରିବା, ନାଳ-ଡ୍ୟାମ-କେନାଲ ଓ ଉଠା ଜଳସେଚନ ପଏଣ୍ଟର ସ୍ଥିତି ଅନୁଧ୍ୟାନ କରି ଜଳ ଯୋଗାଣକୁ ସୁନିଶ୍ଚିତ କରାଇବା ସହ କେନାଲ ସଫା କରିବା, ଫସଲ ବୀମା ଯୋଜନା ପ୍ରଣୟନ କରିବା, ପ୍ରତ୍ୟେକ ରାଜସ୍ବ ଗ୍ରାମରେ […]