ଓଡିଶା

ମୋ କଲେଜ ଅଭିଯାନ ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କ ଜିଲ୍ଲାସ୍ତରୀୟ ବୈଠକ

ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ ଭଦ୍ରକ ସ୍ୱୟଂ ଶାସିତ କଲେଜ ତଥା ବାଲେଶ୍ୱରର ଫକୀର ମୋହନ ସ୍ୱୟଂ ଶାସିତ କଲେଜ ଗସ୍ତ କରି ବିଭିନ୍ନ ଜିଲ୍ଲା ବୈଠକରେ ଯୋଗ ଦେଇଥିଲେ । ଭଦ୍ରକ ସ୍ବୟଂଶାସିତ କଲେଜର ଅନୁଷ୍ଠିତ ବୈଠକରେ ଆକାଶ ଦାସ ନାୟକଙ୍କ ସମେତ ବିଧାୟକ ସଂଜୀବ ମଲ୍ଲିକ, ମୋ କଲେଜର ସଂଯୋଜକ ଡ଼କ୍ଟର ଧୀରେନ୍ଦ୍ର ନାୟକ, କଲେଜ ଅଧ୍ୟକ୍ଷ ଡ଼କ୍ଟର ସୁବୋଧ ଚନ୍ଦ୍ର ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ପ୍ରମୁଖ ଯୋଗ […]