୨୦୧୭ ମସିହାରୁ ଓଡିଶାରେ ବାୟୁ ପ୍ରଦୂଷଣର ହାରାହାରି ସ୍ତରରେ ୬୭% ବୃଦ୍ଧି ଘଟିଛି…
ଭୁବନେଶ୍ୱର : ସ୍ଥାୟୀ ସମସ୍ୟା ତଥା ପରିବେଶ ସମସ୍ୟାର ସମାଧାନ ପାଇଁ ସ୍ଵିଚଅନ୍ ଫାଉଣ୍ଡେସନ ଜ୍ଞାନ ସହଭାଗୀ ଭାବରେ ସକ୍ରେଟସ ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟର ଦ ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ (ଏପିକ୍ ଇଣ୍ଡିଆ) ସହଯୋଗରେ ବାୟୁ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ରିପୋର୍ଟ ଉପରେ ଏକ ମିଡିଆ କର୍ମଶାଳା ଆୟୋଜିତ କରିଛି । ଏହି ଅବସରରେ ଭୁବନେଶ୍ୱର, କଟକ ଏବଂ ପୁରୀର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗ ଦେଇ ବାୟୁ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ […]