ଦେଶ ବିଦେଶ

ସେନା ସହିତ ନ ଲଢି ସାଧାରଣ ଜନତାଙ୍କୁ ଟାର୍ଗେଟ୍ କରୁଛି ଗଦ୍ଦାର…

ଭାରତର ଜବାବୀ ଆକ୍ରମଣରେ ପାକିସ୍ତାନ ଥରହର । ପ୍ରତିଜବାବରେ ପାକିସ୍ତାନ ବୁଧବାର ବିଳମ୍ବିତ ରାତିରେ କ୍ରମାଗତ ଆକ୍ରମଣକୁ ଭାରତ ସଫଳତାର ସହିତ ପ୍ରତିହତ କରିଛି । ଏବଂ ଏହାର ସମାନୁପାତିକ ଜବାବରେ, ଭାରତର ସଶସ୍ତ୍ର ବାହିନୀ ପାକିସ୍ତାନର ବିଭିନ୍ନ ସ୍ଥାନରେ ବାୟୁ ପ୍ରତିରକ୍ଷା ରାଡାର ଏବଂ ସିଷ୍ଟମ ଉପରେ ଲକ୍ଷ୍ୟଭେଦୀ ଆକ୍ରମଣ ଆରମ୍ଭ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, “ସମାନ କ୍ଷେତ୍ରରେ ଏବଂ ସମାନ ତୀବ୍ରତା ସହିତ” ଭାରତ ପାକିସ୍ତାନକୁ ଜବାବ ଦେଉଛି […]